ଚଢ଼େଇଗୋଡ଼ି

ଉଇକିଅଭିଧାନ‌ରୁ

ଚଢ଼େଇଗୋଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ପାଣି କୂଳରେ ଜନ୍ମିବା ଜଙ୍ଗଲି ବୁଦାଳିଆ ବୃକ୍ଷବିଶେଷ — Ixora Undulata; name of a large shrub growing near water (Haines)

[ଦ୍ରଷ୍ଟବ୍ୟ —ଏ ଗଛ ଝାମ୍ପୁଡ଼ା; ୪୫: ହାତ ଉଚ୍ଚ ହୁଏ କାଠ ଖୁବ ଟାଣ, କୁରାଢ଼ି ବଙ୍କେ ନାହିଁ ଭଲ ଜାଳ ହୁଏ]