ଚଢ଼େଇ ମାଛିମରା ବେଳ

ଉଇକିଅଭିଧାନ‌ରୁ

ଚଢ଼େଇ ମାଛିମରା ବେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ସନ୍ଧ୍ୟା ବୁଡ଼ିବାର ଠିକ ପୂର୍ବକାଳ (ଏ ସମୟରେ ଚଢ଼େଇମାନେ ଉଡ଼ୁଥିବା ମାଛି ଓ ମଶାଙ୍କୁ ଖାଆନ୍ତି) — Dusk.