ଚଣ୍ଡଦକ୍ଷିଣା
ଦେଖଣା
ଚଣ୍ଡଦକ୍ଷିଣା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେବତାଙ୍କ ନିକଟରେ ଅର୍ପିତ ଭୋଗର ଚଣ୍ଡଙ୍କ ପାଇଁ କଢ଼ା ହୋଇଥିବା ଅଂଶ, ଯାହା କି ପୂଜକକୁ ଦକ୍ଷିଣାରୂପେ ଦିଆଯାଏ; ଚଣ୍ଡବଳି (୩) (ଦେଖ) - — Fixed Portion of offering to a Deity which is set apart as 'Chaṇḍabaḻi' and which is taken by the offlciating priest as his remuneration (usually ୧/୪ part)