ଚତାରାଇବା
ଦେଖଣା
ଚତାରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚତରେଇବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଚତ୍ନର; ସଂସ୍କୃତ - ଛତ୍ର)
[ସମ୍ପାଦନା]- ୧. (ଅକର୍ମକ) ଅଧିକତାର ବିସ୍ତୃତ କରିବା — ୧. To make more extensive; to widen.
- ୨. (ଅକର୍ମକ) ବହୁ ଶାଖା ମେଲିବା; ଛତା ପରି ବିସ୍ତୃତ ହେବା —୨. To bifurcate or shoot out or spread into numerous branches like an umbrella.
- ୩. (ସକର୍ମକ) ଖେଳାଇ ଦେବା — ୩. To thin out; to scatter; to spread.