ଚତୁର

ଉଇକିଅଭିଧାନ‌ରୁ

ଚତୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚତୁରା—ସ୍ତ୍ରୀ) 

ଚତୁରତା, ଚତୁରତ୍ୱ, ଚାତୁର୍ଯ୍ୟ, ଚାତୁରୀବିଶେଷ୍ୟ -

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଚତ୍ ଧାତୁ=ଗମନ କରିବା ଇତ୍ୟାଦି+କର୍ତ୍ତୃ. ଉର)[ସମ୍ପାଦନା]

୧. ବୁଦ୍ଧିଜୀବୀ; ଚାଲଖ — ୧. Clever; ingenuous.

ବୋଲେ ଅଗସ୍ତି ହୋଇଣ ଚତୁର ବଣା ହୁଅ ଥିଲା ଭୂଜ ଚତୁର ଭଞ୍ଜ. ବୈଦେହୀଶ ବିଳାସ

୨. ନିପୁଣ; କାର୍ଯ୍ୟଦକ୍ଷ; କର୍ମଠ — ୨. Expert; dexterous.
୩. କୌଶଳୀ —୩. Crafty; shrewd.
୪. ଧୂର୍ତ୍ତ —୪. Fraudulent.
୫. ଚଞ୍ଚଳିଆ —୫. Swift; quick; brisk (M.W.)
୬. ନେତ୍ରଗୋଚର —୬. Visible (M.W.).
୭. ସୁନ୍ଦର; ମନୋହର —୭. Beautiful; charming.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଚାରି (ସଂଖ୍ୟା) —୧. Four.
୨. ଚତୁରଙ୍ଗ ସେନା —୨. Army consisting of ୪ arms or divisions. (viz. Elephants, cars, cavalry and infantry)

ବଧଚମ୍ୱୁ ଚତୁର ଆଉମାନେ ଆତୁର ସଂଦ୍ରାବ ଜୃଷ୍ଠ ଦେଇ ଯେ ଭଞ୍ଜ. ବୈଦେହୀଶବିଳାସ

୩. (ଚତ୍ ଧାତୁ+କର୍ମ. ଉର) ଗୋଲ ତକିଆ — ୩. A circular pillow.
୪. ହସ୍ତିଶାଳା —୪. A stable for elephants.
୫. ରୋହୀମାଛ —୫. The fish Cyprinus Rohita. (M.W.).

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର)[ସମ୍ପାଦନା]

ଚାରିସଂଖ୍ୟକ —Four in number.

ବେଲେ ଅଗସ୍ତି ହୋଇଣ ଚତୁର ବଣାହୁଅ ଥିଲା ଭୂଜ ଚତୁର ଭଞ୍ଜ. ବୈଦେହୀଶବିଳାସ