ଚତୁର୍ଦିକ୍

ଉଇକିଅଭିଧାନ‌ରୁ

ଚତୁର୍ଦିକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚତୁର୍ଦ୍ଦିକ୍—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ଚତୁର୍+ ଦିସ; ୧ମା. ୧ମ)[ସମ୍ପାଦନା]

୧. ଚଉଦିଗ; ପୂର୍ବପଶ୍ଚିମ ଓ ଉତ୍ତରଦକ୍ଷିଣ ଦିକ୍— ଚତୁଷ୍ଟୟ —୧. The four quarters or points of the compass.
୨. କୌଣସି ବସ୍ତୁର ଚାରି ଆଡ଼ ବା ପାର୍ଶ୍ୱ — ୨. The four sides of a thing.
୩. ସମସ୍ତ ବିଷୟ —୩. All matters.

ଦେଶଜ - ଅ.[ସମ୍ପାଦନା]

୧. ଚାରିଆଡ଼େ —୧. On all sides.
୨. ସବୁଆଡ଼େ —୨. All round.