ଚନ୍ଚନ୍

ଉଇକିଅଭିଧାନ‌ରୁ

ଚନ୍ଚନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ଚିନ୍ଚିନ୍; ଚାଇଁ ଚାଇଁ; ଶିରା, ସ୍ନାୟୁ ପ୍ରଭୃତିର ସଙ୍କୋଚଜନିତ ଉପର୍ଯ୍ୟୁପରି କ୍ଷଣସ୍ଥାୟୀ ବ୍ୟଥା ବା ଶାରୀରିକ କ୍ଳେଶାନୂଭୂତି —୧. Smarting pain due to contraction of vens or muscle.
୨. ଛନ୍ଛନ୍ (ଦେଖ) - ୨. Chhanchhan (See)