ଚନ୍ଦରସ୍
ଦେଖଣା
ଚନ୍ଦରସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚନ୍ଦରସ୍
|
ବୈଦେଶିକ - ବିଶେଷ୍ୟ - (ଇଂ ସାନ୍ଦରାଚ୍)
[ସମ୍ପାଦନା]ଧୂପ ନିମନ୍ତେ ବ୍ୟବହୃତ ବୃକ୍ଷନିର୍ଯ୍ୟାସବିଶେଷ; ଧୂନା ସନ୍ଦରସ୍; ଏକ ପ୍ରକାର ଝୁଣା — A white-yellow resin exuding from Barbary tree; Indian capal; Peney; Varnish tree; Veteria Indica; Sandarac.
[ଦ୍ରଷ୍ଟବ୍ୟ —ଏହା ଦକ୍ଷିଣ ଓ ପଶ୍ଚିମ ଭାରତରେ ଶାଳଜାତୀୟ ଏକ ପ୍ରକାର ଗଛର ଶୁଖାଯାଇଥିବା ନିର୍ଯାସ ଏହା ଧୂପ ଓ ବାର୍ଣ୍ଣିସ ନିମନ୍ତେ ବ୍ୟବହୃତ ହୁଏ
ଏହାର ଗଛ ପ୍ରଥମେ କାନେଡ଼ାରୁ ବା କାହାରି ମତରେ ଆଫ୍ରିକାର ମରକ୍କୋ ଦେଶରୁ ଭାରତକୁ ଆନୀତ ହୋଇଥିଲା ଏହି ଗଛ ସୁନ୍ଦର ଓ ସର୍ବଦା ଫୁଲଫଳ ଧରେ ଏଥିର ପଳଖା କାଠ ଧଳା; ମଞ୍ଜ ପାଉଁଶିଆ; ଏହା ଶାଳ କାଠଠାରୁ ବେଶି ଶକ୍ତ ଓ ଗ୍ରନ୍ଥିଳ; ପତ୍ର ୩ ଇଞ୍ଚ ୪ ଇଞ୍ଚ ଏହାର ଫଳର ତେଲ ବାତ ରୋଗରେ ଔଷଧ ରୂପରେ ବ୍ୟବହୁତ ହୁଏ]