ଚନ୍ଦରସ୍

ଉଇକିଅଭିଧାନ‌ରୁ

ଚନ୍ଦରସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ସାନ୍ଦରାଚ୍)[ସମ୍ପାଦନା]

ଧୂପ ନିମନ୍ତେ ବ୍ୟବହୃତ ବୃକ୍ଷନିର୍ଯ୍ୟାସବିଶେଷ; ଧୂନା ସନ୍ଦରସ୍; ଏକ ପ୍ରକାର ଝୁଣା — A white-yellow resin exuding from Barbary tree; Indian capal; Peney; Varnish tree; Veteria Indica; Sandarac.

[ଦ୍ରଷ୍ଟବ୍ୟ —ଏହା ଦକ୍ଷିଣ ଓ ପଶ୍ଚିମ ଭାରତରେ ଶାଳଜାତୀୟ ଏକ ପ୍ରକାର ଗଛର ଶୁଖାଯାଇଥିବା ନିର୍ଯାସ ଏହା ଧୂପ ଓ ବାର୍ଣ୍ଣିସ ନିମନ୍ତେ ବ୍ୟବହୃତ ହୁଏ

ଏହାର ଗଛ ପ୍ରଥମେ କାନେଡ଼ାରୁ ବା କାହାରି ମତରେ ଆଫ୍ରିକାର ମରକ୍କୋ ଦେଶରୁ ଭାରତକୁ ଆନୀତ ହୋଇଥିଲା ଏହି ଗଛ ସୁନ୍ଦର ଓ ସର୍ବଦା ଫୁଲଫଳ ଧରେ ଏଥିର ପଳଖା କାଠ ଧଳା; ମଞ୍ଜ ପାଉଁଶିଆ; ଏହା ଶାଳ କାଠଠାରୁ ବେଶି ଶକ୍ତ ଓ ଗ୍ରନ୍ଥିଳ; ପତ୍ର ୩ ଇଞ୍ଚ ୪ ଇଞ୍ଚ ଏହାର ଫଳର ତେଲ ବାତ ରୋଗରେ ଔଷଧ ରୂପରେ ବ୍ୟବହୁତ ହୁଏ]