ଚନ୍ଦ୍ର

ଉଇକିଅଭିଧାନ‌ରୁ
पूर्णचन्द्रः

ଓଡ଼ିଆ[ସମ୍ପାଦନା]

नामम्[ସମ୍ପାଦନା]

अनुवादाः[ସମ୍ପାଦନା]


आम्गलम्- moon


मलयाळम्=

  1. ഇന്ദു
  2. സോമൻ;
  3. ശശി
  4. -ഭൂമി
  5. पन्चाबी-ਚਾੱਦ

ଚନ୍ଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚନ୍ଦ୍ର ଧାତୁ= ଦୀପ୍ତି ପାଇବା+ କର୍ତ୍ତୃ. ର)[ସମ୍ପାଦନା]

୧. ଚାନ୍ଦ; ଜହ୍ନ —୧. Moon.
୨. ସୋମ; ଜ୍ୟୋତିଃଶାସ୍ତ୍ରୋକ୍ତ ନବଗ୍ରହ ମଧ୍ୟରୁ ଏକତମ — ୨. One of the nine planets of Hindu astrology.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ମନୁଷ୍ୟର ପରମାୟୁରେ ଚନ୍ଦ୍ରଙ୍କ ଦଶା— ଭୋଗ କାଳ ୧ ବର୍ଷ ଯେଉଁ ମାସରେ ପୃଥିବୀରେ ଚନ୍ଦ୍ର ଅଧିପତି ହୁଅନ୍ତି, ସେ ମାସରେ ଲୋକଙ୍କର ଶ୍ଳେଷାବୃଦ୍ଧି ହୁଏ; ଦେଶରେ ସୁଭିକ୍ଷ, ଶସ୍ୟବର୍ଦ୍ଧନ ଓ ସର୍ବମଙ୍ଗଳ ହୁଏ ରାହୁ (ପୃଥିବୀର ଛାଇ) ଚନ୍ଦ୍ରଙ୍କୁ ଗ୍ରାସ କଲେ ଚନ୍ଦ୍ରଗ୍ରହଣ ହୁଏ ଚନ୍ଦ୍ରଯୁକ୍ତ ସୋମବାର ଜ୍ୟୋତିଷ ମତରେ ସର୍ବକର୍ମରେ ଶୁଭ ଚନ୍ଦ୍ର ଯେଉଁ ରାଶିମାନଙ୍କ ସଙ୍ଗେ ଯୁକ୍ତ ହୋଇ ଯେଉଁ ତିଥିରେ ଥାଆନ୍ତି ତଦନୁସାରେ ମନୁଷ୍ୟ ଭିନ୍ନ ଭିନ୍ନ ଫଳ ଭୋଗ କରେ ଚନ୍ଦ୍ର ଗୋଟିଏ ରାଶିରେ ୨୭/୧୨: ଅର୍ଥାତ୍ ୨ ୧/୪: ଦିନ ରହନ୍ତି ଆଧୁନିକ ବିଜ୍ଞାନମତରେ ଚନ୍ଦ୍ର ଗୋଟିଏ ନିର୍ଜୀବ ବସ୍ତୁ ଓ ଏହା ପୃଥିବୀର ଚାରି ପାଖରେ ୨୮: ଦିନରେ ଥରେ ବୁଲେ; ଏହା ଗୋଟିଏ ମରୁ ଓ ପାଷାଣମୟ ପିଣ୍ଡ ଅଟେ ଓ ଏଥିରେ ଦେଖାଯିବା କଳଙ୍କ ପର୍ବତର ଗହର ଅଟେ ଏହାର ବ୍ୟାସ ୨୧୬୨: ମାଇଲ ଓ ଏହା ପୃଥିବୀଠାରୁ ୨ ଲକ୍ଷ ୮ ହଜାର ୮ ଶହ ମାଇଲ ଦୂରରେ ଅବସ୍ଥିତ ଏହାର ଆକାର ପୃଥିବୀର ୪୧: ଭାଗରୁ ଭାଗେ ପୁରାଣମତରେ ଏ ଏହାଙ୍କ ଗୁରୁ ବୃହସ୍ପତିଙ୍କ ପତ୍ନୀ ତାରାଙ୍କୁ ହରଣ କରିଥିବାରୁ ଗୁରୁଙ୍କ ଅଭିଶାପରେ ଏ କ୍ଷୟରୋଗୀ ହୋଇ ତଦନୁସାରେ ପ୍ରତି ପକ୍ଷରେ କ୍ଷୟ ଓ ବୃଦ୍ଧି ପାଆନ୍ତି ରାତିରେ କଇଁ ଫୁଟୁଥିବାରୁ ଚନ୍ଦ୍ରକୁ କୁମୁଦବନ୍ଧୁ ବୋଲାଯାଏ କଥିତ ଅଛି ଯେ ଚକୋର ଚନ୍ଦ୍ରକିରଣ ପାନ କରେ ଚନ୍ଦ୍ର ମହାଦେବଙ୍କ ମସ୍ତକରେ ଅବସ୍ଥାନ କରିବା ବିଷୟ ପୁରାଣରେ ଅଛି]

୩. ମୟୁରଚନ୍ଦ୍ରିକା —୩. The black round spots bordered by concentric bands of brilliant blue, green and gold on the tail-feathers of a peacock.
୪. କପୂର —୪. Campher.
୫. ଜଳ —୫. Water.
୬. ସ୍ୱର୍ଣ୍ଣ —୬. Gold.
୭. ହୀରକ —୭. Diamond.
୮. ଦ୍ୱୀପବିଶେଷ —୮. Name of an island.
୯. (କାମଶାସ୍ତ୍ର) ସ୍ତ୍ରୀମାନଙ୍କ ଭିନ୍ନଭିନ୍ନ ଅଙ୍ଗରେ ଭିନ୍ନଭିନ୍ନ ତିଥିରେ ଥିବା କାମୋଦ୍ଦୀପକ କେନ୍ଦ୍ର — ୨. The amorous centres said to be in the different limbs of a woman on different days, by titillating which a woman becomes very amorous and undergoes orgasm.

[ଦ୍ରଷ୍ଟବ୍ୟ —ତତ୍ତତ୍ ତିଥିମାନଙ୍କରେ ସ୍ତ୍ରୀମାନଙ୍କର ତତ୍ତତ୍ ଅଙ୍ଗ ମାନଙ୍କୁ କୁତୁକୁତୁ କଲେ ସ୍ତ୍ରୀମାନେ ରମଣକାଳରେ କାମୋନ୍ନତ୍ତା ହୁଅନ୍ତି]

୧. (ଅନ୍ୟ ଶବ୍ଦ ପରେ ଯୋଗ କଲେ) ଶ୍ରେଷ୍ଠ ବ୍ୟକ୍ତି — ୧୦. A superior being.

(ଯଥା—କବିଚନ୍ଦ୍ର, କୁଳଚନ୍ଦ୍ର; ପୁରୁଷଚନ୍ଦ୍ର ଇତ୍ୟାଦି)

୧୧. ଚନ୍ଦ୍ରବିନ୍ଦୁ (ଦେଖ) - ୧୧. Chandrabindu (See)
୧୨. ରକ୍ତବର୍ଣ୍ଣ ମୁକ୍ତା (ହିନ୍ଦୀ - ଶବ୍ଦସାଗର) —୧୨. Red pearl.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚନ୍ଦ୍ରଶେଖର ଡ଼ାକ ନାମ — ୧. Name for calling Chadraṡekhara.
୨. ସ୍ୱର୍ଣ୍ଣ ବା ରୌପ୍ୟମୁଦ୍ରା — ୨. Gold or silver coin.

ଏହା ଶୁଣି ଅତି ହରଷ ପୁରୁଷ ଲକ୍ଷେ ଚନ୍ଦ୍ର ଦେଇ ତାହାକୁ— ଭଞ୍ଜ, ପେମସୁଧାନିଧି

୩. ଦୀପକାଳରେ କଇଥଅଠା ମିଶାଇ ଗଞ୍ଜପାସାରରେ ରଙ୍ଗ ଦେବା ନିମନ୍ତେ ବ୍ୟବହୃତ କଳାରଙ୍ଗ —୩. Black paint used for dying Gan̄japā cards.
୪. (ବଣିଆ ଶବ୍ଦ) ସ୍ତ୍ରୀ ମସ୍ତକରେ ଅଦ୍ଧଚନ୍ଦାକୃତି ରୂପା ବା ସୁନାର ଅଳଙ୍କାରବିଶେଷ —୪. A gold or silver ornament for the head, shaped like a crescent.
୫. ବଙ୍ଗାଳି ବଣିଆଙ୍କ ବଂଶୋପଧିବିଶେଷ — ୫. A family-title of Bengalee goldsmiths.


୬. ଚେନାବ୍ ନଦୀର ଉତ୍ପତ୍ତିସ୍ଥଳରୁ ବାହାରିବା ଅଂଶର ନାମ —୬. Name of the part of the river Chenab near its source.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଆହ୍ଲାଦକର —Delightful.

[ଦ୍ରଷ୍ଟବ୍ୟ —ଚନ୍ଦ୍ର ଶ୍ରେଷ୍ଠତାବାଚକ ଥିବାରୁ ବ୍ୟକ୍ତିମାନଙ୍କ ନାମ ପରେ ଯୁକ୍ତ ହୁଏ ଯଥା—ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, ଗୌରଚନ୍ଦ୍ର, କିଶୋରଚନ୍ଦ୍ର, ଶିବଚନ୍ଦ୍ର, ଶିମ୍ଭୁଚନ୍ଦ୍ର, କୈଳାଶଚନ୍ଦ୍ର, ନବଦ୍ୱୀପଚନ୍ଦ୍ର ଇତ୍ୟାଦି]