ଚନ୍ଦ୍ରହାର
ଦେଖଣା
ଚନ୍ଦ୍ରହାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଏଥିରେ ଚନ୍ଦ୍ର ପରି ଗୋଲାକାର ଚକତି ମାନ ଖଞ୍ଜା ଥିବାରୁ)
[ସମ୍ପାଦନା]ଗୋଠ ବା ୋଟିଭୂଷଣବିଶେଷ — ୧. A waist-chain set with circular bits.
- ୨. ଗଳାର ହାରବିଶେଷ — ୨. A kind of necklace.
ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -
[ସମ୍ପାଦନା]ଗୋଖର ଆଦିରେ ଲାଗିଥିବା ଶିକୁଳି; ଯାହା କାନ ଉପରେ ବୁଲି ଆସିଥାଏ — Chain which keeps the heavy pendants of the ear suspended.