ଚପର୍ଚପର୍
ଦେଖଣା
ଚପର୍ଚପର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ବର୍ଷାର ଝପ୍ଝପ୍ଶବ୍ଦ — ୧. Pattering of rain.
- ୨. ଦୁଇ ତିନି ଆଙ୍ଗୁଳ ପାଣି ବା କାଦୁଅ ଥିବା ସ୍ଥାନରେ ଲୋକ ଚାଲିଲେ ପଦାଘାତଜନିତ ଶବ୍ଦ —୨. Splasting sound prodduced by a person walking on a ground in which there is one or two inches of water.