ଚପାଇବା
ଦେଖଣା
ଚପାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚପାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚପିବା କ୍ରିୟାର ଣିଜନ୍ତରୂପ — ୧. The causative form of chapibā.
- ୨. କାଗଜରେ ଅଠାଦ୍ୱାରା ଅନ୍ୟ ପାତଳା ବସ୍ତୁ (କୋଟିଫି, ଟିକଟ) ଲଗାଇବା —୨. To stick something with gum to another thing.
(ଯଥା— ଦରଖାସ୍ତ ଉପରେ କୋଟ୍ଫି ଚପାଇବା)
- ୩. ଦବାଇବା; ଦବିବା —୩. To press.
- ୪. ଲୁଚାଇବା; ଗଡ଼ପ୍କରିବା — ୪. To hush up a thing; to suppress.
- ୫. ସମସ୍ତଙ୍କୁ ଭୟରେ ନତମସ୍ତକ ବା ଚୁପ୍ କରାଇବା — ୫. To silence a person by frightening.
- ୬. ଅନ୍ୟଦ୍ୱାରା ଚାପିବା କର୍ମ କରାଇବା — ୬. To cause to press.
- ୭. କାଗଜ ଉପରେ ଲେଖା ହୋଇଥିବା କାଳିକୁ ଶୋଷିବା ନିମନ୍ତେ ଚପା କାଗଜ ମାଡ଼ିବା —To blot a wrirtting with blotting.
- ୮. ଧମକାଇବା —୮. To threaten.