ଚପାଇବା

ଉଇକିଅଭିଧାନ‌ରୁ

ଚପାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଚପିବା କ୍ରିୟାର ଣିଜନ୍ତରୂପ — ୧. The causative form of chapibā.
୨. କାଗଜରେ ଅଠାଦ୍ୱାରା ଅନ୍ୟ ପାତଳା ବସ୍ତୁ (କୋଟିଫି, ଟିକଟ) ଲଗାଇବା —୨. To stick something with gum to another thing.

(ଯଥା— ଦରଖାସ୍ତ ଉପରେ କୋଟ୍ଫି ଚପାଇବା)

୩. ଦବାଇବା; ଦବିବା —୩. To press.
୪. ଲୁଚାଇବା; ଗଡ଼ପ୍କରିବା — ୪. To hush up a thing; to suppress.
୫. ସମସ୍ତଙ୍କୁ ଭୟରେ ନତମସ୍ତକ ବା ଚୁପ୍ କରାଇବା — ୫. To silence a person by frightening.
୬. ଅନ୍ୟଦ୍ୱାରା ଚାପିବା କର୍ମ କରାଇବା — ୬. To cause to press.
୭. କାଗଜ ଉପରେ ଲେଖା ହୋଇଥିବା କାଳିକୁ ଶୋଷିବା ନିମନ୍ତେ ଚପା କାଗଜ ମାଡ଼ିବା —To blot a wrirtting with blotting.
୮. ଧମକାଇବା —୮. To threaten.