ଚପିବା

ଉଇକିଅଭିଧାନ‌ରୁ

ଚପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଚପ ଧାତୁ=କୁଟିବା)[ସମ୍ପାଦନା]

୧. ଦବିବା — ୧. To sink down.
୨. କାଳି ଆଦି କାଗଜରେ ଶୋଷି ହୋଇ ଯିବା — ୨. To soak or sink (said of ink soaking in to paper.)
୩. ଅନ୍ୟର ପ୍ରତାପରେ ଭୟ ପାଇ ତୁନି ହେବା — ୩. To be frightened to silence.


୪. ଲଜ୍ଜିତ ହେବା —୪. To be ashamed.