ଚପିବା
ଦେଖଣା
ଚପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ଚପ ଧାତୁ=କୁଟିବା)
[ସମ୍ପାଦନା]- ୧. ଦବିବା — ୧. To sink down.
- ୨. କାଳି ଆଦି କାଗଜରେ ଶୋଷି ହୋଇ ଯିବା — ୨. To soak or sink (said of ink soaking in to paper.)
- ୩. ଅନ୍ୟର ପ୍ରତାପରେ ଭୟ ପାଇ ତୁନି ହେବା — ୩. To be frightened to silence.
- ୪. ଲଜ୍ଜିତ ହେବା —୪. To be ashamed.