ଚପ୍ଚପ୍

ଉଇକିଅଭିଧାନ‌ରୁ

ଚପ୍ଚପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚପଳ)[ସମ୍ପାଦନା]

ଝପାଝପ୍; ଅତି ଶୀଘ୍ର; ତୁରନ୍ତ —Very quickly; hastily; very swiftly.

ଦେଶଜ - ଅ.— (ଧ୍ୱନ୍ୟର୍ଥକ)[ସମ୍ପାଦନା]

୧. କୁକୁର ବା ବିରାଡ଼ି ଚାକୁ ଚାକୁ କରି ପାଣି ବା ଦୁଧ ଚାଟିବାର ଶବ୍ଦ; ଚାକୁ ଚାକୁ — Sound of licking or lapping of some liquid by a dog or cat.
୨. ୧/୨: ଇଞ୍ଚ ପାଣି ବା କାଦୁଅ ଥିବା ଜାଗାରେ ଚାଲିବାର ଶବ୍ଦ; ଚପର ଚପର —୨. Splasting sound produced by walking on a place in which there is ୧ or ୨ inches of water or slime.