ଚବିଶି

ଉଇକିଅଭିଧାନ‌ରୁ

ଚବିଶି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବିଂଶ. ପ୍ରା. ଚଉଦ୍ଦିସା)[ସମ୍ପାଦନା]

କୋଡ଼ିଏରୁ ଚାରି ଅଧିକ ସଂଖ୍ୟା; ଚତୁର୍ବିଂଶ ସଂଖ୍ୟା — ୨୪. Twentyfour.

ବିଶେଷଣ -[ସମ୍ପାଦନା]

୧. ଚତୁର୍ବିଂଶ ସଂଖ୍ୟକ — ୧. Numbering twentyfour.
୨. ଚତୁର୍ବିଂଶର ପୁରଣ —୨. Twentyfourth.