ଚମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

  1. ଚମଡା, ଚର୍ମ, ତ୍ବକ୍, ଛାଲ, ତ୍ବଚା
  2. ସ୍ପର୍ଶେନ୍ଦ୍ରିୟ
  3. ବକଳ, ବକଳା, ଚୋପା, ଛେଲି, ଆବରଣ
  4. କଂଚୁ, କଂଚୁକ, ନିର୍ମୋକ

ବିଶେଷଣ ଚେମଡ଼ଚମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ମ; ପ୍ରା. ଚମ୍ମ, ଚାମ)[ସମ୍ପାଦନା]

୧. ଜୀବଦେହରେ ଚର୍ମ; ଜୀବଦେହରେ ମାଂସ; ଶିରା ଓ ହାଡ଼କୁ ଘୋଡ଼ାଇଥିବା ପତଳା ଆବରଣ — ୧. Skin.

ଚମ ବେଢ଼ିଛି ସିନା ଚଉରାଶିକି ମନବୋଧ ଚଉତିଶା

୨. ଛାଲ; ଚମଡ଼ା —୨. Hide.

ଗୋରୁ ଚମ ତୁଣ ଯେ ନାହାଳ ବେନି କାଣ୍ଡ. ବଳରାମ. ରାମାୟଣ

୩. ପରିଷ୍କୃତ ଚମଡ଼ା —୩. Leather.
୪. ମଳିଚମ —୪. A very thin layer of skin on the body.
୫. ଭଣ୍ଡାରିଙ୍କ ଚଟପଟୀ —୫. Barber;s strop.