Jump to content

ଚମକାଇବା

ଉଇକିଅଭିଧାନ‌ରୁ

ଚମକାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚମତ୍କୃତ; ପ୍ରା. ଚଁମକି; ଚମକିବାର ଣିଜନ୍ତ ରୂପ)

[ସମ୍ପାଦନା]
୧. ଭୟ ଦେଖାଇବା; ଡ଼ରାଇବା — ୧. To frighten.

ମିଛ ନୋହୋ ସ୍ୱଚ୍ଛ ସେ ବକ୍ଷୋକ ଯୋଗେ ଯୋଗାନ୍ଦ୍ରିଙ୍କୁ ଚମକାଇବି— ଭଞ୍ଜ . ପ୍ରେମସୁଧାନିଧି

(କମକେଇବା—ଅନ୍ୟରୂପ)

୨. ଅସ୍ତ୍ରଆଦିର ଉଜ୍ଜଳଫଳକୁ ଇତସ୍ତତଃ ସଞ୍ଚାଳିତ କରିବା ଝଟକାଇବା — ୨. To cause to glitter; to flash. (bright bladed weapons).


ଅନୁବାଦ

[ସମ୍ପାଦନା]

ଏଇ ଦେଖ ସୈନିକମାନେ ଅସ୍ତ୍ରଗୁଡ଼ାକ ଚମକାଇ କିପରି ଆଖି ତରାଟି ଅନାଉଅଛନ୍ତି—ମଧସୂଦନ ଉତ୍ତରରାମଚରିତ

୩. ଚକଚକିଆ ପୋଷାକ ଦେଖାଇବା — ୩. To parade one's dress.
୪. ଇତସ୍ତତଃ ସଞ୍ଚାଳିତ କରାଇବା — ୪. To cause to move to and fro.

କବି ଅନୁରୂପ କମ୍ପ ଚମକାଏ ଶିଖାବନ୍ଦନ ମସ୍ତକେ— ମଧୂସୁଦନ ଉତ୍ତରରାମଚରିତ