ଚମାର

ଉଇକିଅଭିଧାନ‌ରୁ

ଚମାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଚମାରୁଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଂ.—(ସଂସ୍କୃତ - ଚର୍ମକାର ବା ଚର୍ମାର; ପ୍ରା. ଚମାର)[ସମ୍ପାଦନା]

୧. ତାଳଗଛ ଝାଡ଼ିବା ଓ ତାଳପତ୍ରରେ ତାଟି, ବାଉସିଆ ଓ ଟୋକେଇ ଆଦି ପ୍ରସ୍ତୁତକାରୀ ଜାତି — ୧. A caste dealing with palmleaf articles.

[ଦ୍ରଷ୍ଟବ୍ୟ —ବଙ୍ଗଳାରେ ହିନ୍ଦୀରେ ଚମାର ଶବ୍ଦ ମୋଚିଙ୍କୁ ବୁଝାଏ]

୨. ଅତି ନୀଚକର୍ମା ବା ହିନ ବ୍ୟକ୍ତି — ୨. A very mean or low person.

ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୁମ) ବିଶେଷ୍ୟ -[ସମ୍ପାଦନା]

ମୋଚି — Cobbler.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୧. ଏକଜାତୀୟ ଅସ୍ପୃଶ୍ୟ ତନ୍ତୀ — ୧. A class of untouchable weavers
୨. ଏକଜାତୀୟ ବଢେଇ — ୨. A class of carpenters.