Jump to content

ଚରକ

ଉଇକିଅଭିଧାନ‌ରୁ

ଚରକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଚର ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଚରକ ସଂହିତା ଆୟୁର୍ବେଦ ଗ୍ରନ୍ଥ; ଚରକ ମୁନି ସଂକଳିତ ଆୟୁର୍ବେଦୀୟ ଗ୍ରନ୍ଥ —୧. A treaties on Hindu medicine by sage Charaka.
୨. ଚରକ ସଂହିତା ସଂକଳୟିତା ଆଚାର୍ଯ୍ୟ ବା ଋଷିବିଶେଷ — ୨. Name a sage who compiled the treatise or Hindu medicine.

[ଦ୍ରଷ୍ଟବ୍ୟ —ଚରକ ସଂହିତା ଦ୍ୱାପର ଯୁଗରେ ଚରିତ ହୋଇ— ଥିବାର କଥିତ କଥିତ ଅଛି ଯେ, ଚରକ ଋଷି ବ୍ରହ୍ମା, ଧନ୍ୱନ୍ତରୀ, ଇନ୍ଦ୍ର, ଅଶ୍ୱିନୀକୁମାରଦ୍ୱୟ, ଭରଦ୍ୱାଜ, ଆତ୍ରେୟ ଓ ଅଗ୍ନିବେଶ୍ୟ ଆଦିଙ୍କ ନିକଟରେ ବୈଦ୍ୟକ ଶାସ୍ତ୍ରମାନ ଅଧ୍ୟୟନ କରୁଥିଲେ ଇଉରୋପୀୟମାନେ ଚରକ ସଂହିତାର ଅନୁବାଦ ଦେଖି ବିସ୍ମିତ ହୋଇଅଛନ୍ତି ଚରକ ମାଦକ ଓ ମଦ୍ୟର ଖୁବ୍ ପ୍ରଶଂସା କରି— ଅଛନ୍ତି ଏହା ଚିକିତ୍ସା ପାଇଁ ପ୍ରୟୋଜନୀୟ ପରନ୍ତୁ ଯାଗ, ଯଜ୍ଞ, ଧ୍ୟନଧାରଣା ଆଦି ପାଇଁ ମଧ୍ୟ ଅତ୍ୟାବଶ୍ୟକ ବୋଲି ସେ ପ୍ରକାଶ କରିଅଛନ୍ତି—ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ

ଚରକ ସଂହିତାରେ ଯଥାକ୍ରମେ ସୂତ୍ର, ଶରୀରସ୍ଥାନ, ଐନ୍ଦ୍ରିୟ, ଚିକିତ୍ସା, ନିଦାନ, ବିମାନ, ବିକଳ୍ପ ଓ ସିଦ୍ଧି ଓହି ଆଠଗୋଟି ବିଷୟ ବା ସ୍ଥାନ ଅଛି—ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ]

୩. ଚଟକ; ଘରଚଟିଆ ଚଢ଼େଇ (ହିନ୍ଦୀ - ଶବ୍ଦସାଗର) — ୩. Sparrot.
୪. ଚର; ଦୂତ —୪. Messenger.
୫. ଭିକ୍ଷୁକ —୫. Beggar.
୬. କ୍ଷେତପାପଡ଼ା ବା ଘରପଡ଼ିଆ ଗୁଳ୍ମ — ୬. A herbarious plant; Oldenlandia Biflora.
୭. ଭେଦୁଆ; ଗୁପ୍ତଚର —୭. A spy.
୮. ବାଟୋଇ;ପଥିକ —୮. A traveller.