Jump to content

ଚରକି

ଉଇକିଅଭିଧାନ‌ରୁ

ଚରକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚରକା (ଦେଖ) - ୧. Charakā (See)
୨. ନଟେଇ —୨. Distaff.
୩. ଚକ୍ର ପରି ଘୁରିବା ଅଙ୍ଗବିଶିଷ୍ଟ କୌଣସି ଯନ୍ତ୍ର — ୩. Any machine or contrivance which has a revolving wheel attacted to it.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଶିକ୍ଷିତ ପାରା ଉଡ଼ିଲାବେଳେ କରିବା ଚକ୍ରାକାର ଗତି —A whirling motion made by trained pigeons while flying.