ଚରଡ଼ି

ଉଇକିଅଭିଧାନ‌ରୁ

ଚରଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ବସ୍ତର ଓ ଜୟପୁର) ବିଶେଷ୍ୟ -[ସମ୍ପାଦନା]

ମଧ୍ୟପ୍ରଦେଶ ବସ୍ତର ଓ ବିଶାଖାପାଟଣାର ଜୟପୁର ଅଞ୍ଚଳର ପାହାଡ଼ର ଜଙ୍ଗଲି ଜାତିବିଶେଷ —A wild caste of people living in hills of Bastar in C. p. and jaypur in Vizagapattam.

[ଦ୍ରଷ୍ଟବ୍ୟ —ଏମାନେ 'ରାମାୟଣବର୍ଣ୍ଣିତ ବାନରମାନଙ୍କର ବଂଶଧର' ବୋଲି ଆପଣାର ପରିଚୟ ଦିଅନ୍ତି]