ଚରମ
ଦେଖଣା
ଚରମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ+ର୍ତ୍ତୃ. ଅମ)
[ସମ୍ପାଦନା]- ୧. ଶେଷଭାଗ — ୧. Last or finishing stage.
- ୨. ପଶ୍ଚିମ (ହିନ୍ଦୀ - ଶବ୍ଦସାଗର) —୨. The west.
- ୩. ଶେଷ —୩ Finish; end.
- ୪. ପଛଆଡ଼ —୪. Back side.
ବିଭେଦ ନ ରହିବ ଚରମରେ, ବୀର ଶାର୍ଦୂଳ ମୁଖ—ପତନରେ— ଭଞ୍ଜ. ବୈଦେହୀଶବିଳାସ
- ୫. ପିଠି; ପୃଷ୍ଠ —୫. Back.
ଚରମଭାଗ ମୋ ଭାରି. ଲାଗି ନାହିଁ ଭ୍ରମେ ଡ଼ରି ଚମକିତ ନାହିଁ ମୋର ଛାତିରେ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ—ଗୀତ
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଅନ୍ତିମ; ଶେଷ — ୧. Last; final; ultimate; extreme.
- ୨. ସର୍ବ ଶେଷରେ ବାହାରେ ଥିବା — ୨. Outermost (M.W.)
- ୩. କ୍ଷୁଦ୍ରତମ —୩. Lowest; least (M.W.)
- ୪. ପାଶ୍ଚାତ୍ୟ —୪. Western (M.W.)
- ୫. ସର୍ବୋଚ୍ଚ; ଯାହାଠାରୁ ଆଉ ବଡ଼ ନାହିଁ; ବୃହତ୍ତମ — ୫. Highest; largest.
(ଯଥା—ଚରମ ସଂଖ୍ୟା)
- ୬. ପଛଆଡ଼ର ୬. Of the back side; posterior.
ଗ୍ରାମ୍ୟ (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଚର୍ମ)
[ସମ୍ପାଦନା]ଚର୍ମ —Skin.