ଚରମ

ଉଇକିଅଭିଧାନ‌ରୁ

ଚରମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ+ର୍ତ୍ତୃ. ଅମ)[ସମ୍ପାଦନା]

୧. ଶେଷଭାଗ — ୧. Last or finishing stage.
୨. ପଶ୍ଚିମ (ହିନ୍ଦୀ - ଶବ୍ଦସାଗର) —୨. The west.
୩. ଶେଷ —୩ Finish; end.
୪. ପଛଆଡ଼ —୪. Back side.

ବିଭେଦ ନ ରହିବ ଚରମରେ, ବୀର ଶାର୍ଦୂଳ ମୁଖ—ପତନରେ— ଭଞ୍ଜ. ବୈଦେହୀଶବିଳାସ

୫. ପିଠି; ପୃଷ୍ଠ —୫. Back.

ଚରମଭାଗ ମୋ ଭାରି. ଲାଗି ନାହିଁ ଭ୍ରମେ ଡ଼ରି ଚମକିତ ନାହିଁ ମୋର ଛାତିରେ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ—ଗୀତ

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଅନ୍ତିମ; ଶେଷ — ୧. Last; final; ultimate; extreme.
୨. ସର୍ବ ଶେଷରେ ବାହାରେ ଥିବା — ୨. Outermost (M.W.)
୩. କ୍ଷୁଦ୍ରତମ —୩. Lowest; least (M.W.)
୪. ପାଶ୍ଚାତ୍ୟ —୪. Western (M.W.)
୫. ସର୍ବୋଚ୍ଚ; ଯାହାଠାରୁ ଆଉ ବଡ଼ ନାହିଁ; ବୃହତ୍ତମ — ୫. Highest; largest.

(ଯଥା—ଚରମ ସଂଖ୍ୟା)

୬. ପଛଆଡ଼ର ୬. Of the back side; posterior.

ଗ୍ରାମ୍ୟ (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଚର୍ମ)[ସମ୍ପାଦନା]

ଚର୍ମ —Skin.