Jump to content

ଚରିତ୍ରହୀନ

ଉଇକିଅଭିଧାନ‌ରୁ

ଚରିତ୍ରହୀନ

ଉଚ୍ଚାରଣ

[ସମ୍ପାଦନା]
(ଚରିତ୍ରହୀନ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.— (୩ୟା ତତ୍; ଚରିତ୍ରଦ୍ୱାରା ହୀନ)

[ସମ୍ପାଦନା]

ଅସଚ୍ଛରିତ୍ର; ନଷ୍ଟଚରିତ୍ର; କୁଚରିତ୍ର; ଅନୈତିକ; ସଦ୍ଗୁଣଶୂନ୍ୟ; ଯାହାର ସଦ୍ଗୁଣ ନାହିଁ — Immoral; of bad character; deviod of moral stamina.