ଚର୍ଚରା

ଉଇକିଅଭିଧାନ‌ରୁ

ଚର୍ଚରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନଈବଢ଼ି ସମୟରେ କୂଳସ୍ଥ ସମତଳ ବାଲି ଉପରକୁ ଚଞ୍ଚଳ ଚଞ୍ଚଳ ମାଡ଼ିଯିବା ଫେଣାଯୁକ୍ତ ପାଣି — ୧. The foaming flood-water creeping up to a level sanday ground on the shore of the river.
୨. ନଈବଢ଼ି ସମୟରେ କୂଳରେ ଲାଗିଥିବା ଫେଣା — ୨. Foam of blood-water creeping to the shore.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ସଂସ୍କୃତ - ଚର୍ଚ୍ଚ ଧାତୁ)[ସମ୍ପାଦନା]

ଅତିରିକ୍ତ ପରିମାଣରେ ବୋଳାଯାଇଥିବା (ତୈଳାଦି) — (oil etc) Excessively annointed over the body.



ଚର୍ଚରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚରଚ୍ରା (ଦେଖ) - — Charcharā (See)