ଚର୍ଚରା
ଦେଖଣା
ଚର୍ଚରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନଈବଢ଼ି ସମୟରେ କୂଳସ୍ଥ ସମତଳ ବାଲି ଉପରକୁ ଚଞ୍ଚଳ ଚଞ୍ଚଳ ମାଡ଼ିଯିବା ଫେଣାଯୁକ୍ତ ପାଣି — ୧. The foaming flood-water creeping up to a level sanday ground on the shore of the river.
- ୨. ନଈବଢ଼ି ସମୟରେ କୂଳରେ ଲାଗିଥିବା ଫେଣା — ୨. Foam of blood-water creeping to the shore.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ସଂସ୍କୃତ - ଚର୍ଚ୍ଚ ଧାତୁ)
[ସମ୍ପାଦନା]ଅତିରିକ୍ତ ପରିମାଣରେ ବୋଳାଯାଇଥିବା (ତୈଳାଦି) — (oil etc) Excessively annointed over the body.
ଚର୍ଚରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚରଚ୍ରା (ଦେଖ) - — Charcharā (See)