ଚର୍ଚର୍

ଉଇକିଅଭିଧାନ‌ରୁ

ଚର୍ଚର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଲୁଗା ବା କାଗଜ ଚିରିବାର ବା ଛୁରୀରେ କାଟିବାର ଶବ୍ଦ —୧. Sound of tearing or cutt ing through a sheet of cloth or paper.
୨. ସରୁ ମୁହଁ ବାଟେ ଜଳସ୍ରୋତ (ପ୍ରସାବ) ବାହାରି ତଳକୁ ପଡ଼ିବାର ଶବ୍ଦ —୨. Sound of water coming through a narrow hole.
୩. କାଗଜ ଉପରେ ପକ୍ଷୀ କଲମଦ୍ୱାରା ଚଞ୍ଚଳ ଲେଖିବାର ଶବ୍ଦ —୩. Sound of scribbling on a paper with a soft pen point.

ପଣ୍ଡ ତସ୍ମନ୍ୟ ମହ ତ୍ମା..............ଚର୍ଚର୍ କରି ଦସ୍ତଖତ୍ କରନ୍ତି ରାଧାନାଥ. ବିବେକୀ

୪. ନୀଈବଢ଼ି ପାଣି କୂଳସ୍ଥ ସମତଳ ବାଲି ଉପରେ ମାଡ଼ି ଯିବାର ଶବ୍ଦ —୪. Sound of flood-water spreading into level piece of sand on the shore.

କ୍ରି.ବିଶେଷଣ -[ସମ୍ପାଦନା]

ଚର୍ଚର୍ ଶବ୍ଦ କରି ଲେଖିବା — (writting) Producing a 'churchur' sound.