ଚର୍ବା

ଉଇକିଅଭିଧାନ‌ରୁ

ଚର୍ବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସମ୍ୱଲପୁର) କ୍ରି. (ତୁଳ. ହିନ୍ଦୀ - ଚର୍ନା; ସଂସ୍କୃତ - ଚର୍ ଧାତୁ)[ସମ୍ପାଦନା]

୧. ଚରିବା —୧. To graze.
୨. ଚାବିବା; କାମୁଡ଼ିବା —୨. To bite.



ଚର୍ବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗର୍ବୀ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ଚରବା (ଦେଖ) - Charbā (See)

ବିଶେଷଣ - (ଫୁ)[ସମ୍ପାଦନା]

୧. କାମୁଡ଼ା (ପଶୁଆଦି) — ୧. Biting; given to biting; currish.
୨. ହିଂସ୍ର (ଜନ୍ତୁ) — ୨. Ferocious (animals); malignant.