ଚର୍ବା
ଦେଖଣା
ଚର୍ବା
ଉଚ୍ଚାରଣ
[ସମ୍ପାଦନା](ସମ୍ୱଲପୁର) କ୍ରି. (ତୁଳ. ହିନ୍ଦୀ - ଚର୍ନା; ସଂସ୍କୃତ - ଚର୍ ଧାତୁ)
[ସମ୍ପାଦନା]- ୧. ଚରିବା —୧. To graze.
- ୨. ଚାବିବା; କାମୁଡ଼ିବା —୨. To bite.
ଚର୍ବା
ଉଚ୍ଚାରଣ
[ସମ୍ପାଦନା](ଗର୍ବୀ—ସ୍ତ୍ରୀ)
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ଚରବା (ଦେଖ) - Charbā (See)
ବିଶେଷଣ - (ଫୁ)
[ସମ୍ପାଦନା]- ୧. କାମୁଡ଼ା (ପଶୁଆଦି) — ୧. Biting; given to biting; currish.
- ୨. ହିଂସ୍ର (ଜନ୍ତୁ) — ୨. Ferocious (animals); malignant.