Jump to content

ଚର୍ବିଚକିତି

ଉଇକିଅଭିଧାନ‌ରୁ

ଚର୍ବିଚକିତି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘୋଡ଼ା ଗାଡ଼ିର ଚକ ଓ ଅଖ ଘର୍ଷଣ ସ୍ଥାନରେ ସାମୟିକ ଦିଆଯିବା ଗୋଲାକାର ଚର୍ମଖଣ୍ଡ ଓ ଚର୍ବୀ — Lard and circular piece of leather given on the wheel and axle of a cirrage-wheel to grease (prevent wearing due to friction of) the wheel.