ଚଲ୍
ଦେଖଣା
ଚଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚଲ୍
|
ଦେଶଜ - ବିଶେଷଣ - (ସଂସ୍କୃତ - ଚଳିତ, ହିନ୍ଦିରୁ ଅନୁକୃତ)
[ସମ୍ପାଦନା]- ୧. ଗତ; ଚାଲି ଯାଇଥିବା —୧. Gone; departed.
- ୨. ପଳାୟିତ —୨. Run away.
(ଯଥା—ସେ ଏହା କହି ଚଲ୍)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଳାୟନ —Running away.
(ଯଥା—ସେ ୟା କହି ଚଲ୍ ଦେଲା)
ଦେଶଜ - ଅ. (ତୁଳ. (ହି) କ୍ରି. ଚଲ୍=ଚାଲି ଯାଅ)
[ସମ୍ପାଦନା]- ୧. ଚାଲ୍; ଚଲିଯା — ୧. (Interjection) Get off; be gone.
- ୨. ଅଗ୍ରସର ହୁଅ —୨. Proceed; go on.