ଚଲ୍ଭାଇଛୁଟ୍ଟୀ

ଉଇକିଅଭିଧାନ‌ରୁ

ଚଲ୍ଭାଇଛୁଟ୍ଟୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ହିନ୍ଦୀରୁ ଅନୁକୃତ ତୁଳ. ହିନ୍ଦୀ - ଚଲଭାଇଛୁଟ୍ଟୀ, ଅର୍ଥାତ୍ ଚାଲରେ ଭାଇ ? ଆମର କାର୍ଯ୍ୟ ଶେଷ ହେଲା, ଆମେ ଖଲାସ ପାଇଲୁଁ)[ସମ୍ପାଦନା]

୧. କୃତକର୍ମା; ଅପଣାଠାରେ ନିର୍ଦିଷ୍ଟ କୌଣସି କାର୍ଯ୍ୟ ସମାପ୍ତ ହେଲେ ମନୁଷ୍ୟର ଯେଉଁ ଅବସ୍ଥା ହୁଏ — ୧. Set free after one's work is finished.
୨. ଦାୟିତ୍ୱରୁ ମୁକ୍ତ —୨. Freed from a liability.

(ଯଥା—ମୋ ଉପରେ ଭାର ଥିବା କାର୍ଯ୍ୟ ଶେଷ ହେଲା, ଏଥରକ ମୁଁ 'ଚଲ୍ଭାଇଛୁଟ୍ଟୀ')