ଚଳକାଚଳ

ଉଇକିଅଭିଧାନ‌ରୁ

ଚଳକାଚଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚଳକୁଚଳ—ଅନ୍ୟରୂପ)

  • (file)
  • (file)

ଦେଶଜ - ଅ[ସମ୍ପାଦନା]

ଏକଚଳ (ଜଳୀୟ ପଦାର୍ଥ) ପରେ ଅନ୍ୟ ଏକ ଚଳ; ଅନେକ ପୋଷ; ପୋଷକୁପୋଷା (ଜଳୀୟ ପଦାର୍ଥ) —Many or successive handfuls (of liquid).

(ଯଥା—ଚଳକାଚଳ ପାଣି ତା ମୁହଁକୁ ମାରିବାରୁ ତାର ସଂଜ୍ଞାଲାଭ ହେଲା )