Jump to content

ଚଷାଇବା

ଉଇକିଅଭିଧାନ‌ରୁ

ଚଷାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚଷିବାର ଣିଜନ୍ତ ରୂପ — ୧. Causative from of chashibā.
୨. ଅନ୍ୟଦ୍ୱାରା ଚାଷ କରାଇବା —To have ploughing done by another.

ହଳ ଲଙ୍ଗଳ ଯାଅ ଆଣି ଚଷାଅ ଆଗେ ଯଜ୍ଞଭୂମି—ବିଶ୍ୱନାଥ. ବିଚିତ୍ରରାମାୟଣ