ଚହଁଫଳା

ଉଇକିଅଭିଧାନ‌ରୁ

ଚହଁଫଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚହଁଫଳୀ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - ପୁଂ. ଓ ସ୍ତ୍ରୀ. (ସଂସ୍କୃତ - ଚପଳ)[ସମ୍ପାଦନା]

ଚଗଲିଆ; ଚଳଚିତ୍ତ; ଚପଳପ୍ରକୃତିକ (ବ୍ୟକ୍ତି) — Fickle minded.