Jump to content

ଚହଚହ

ଉଇକିଅଭିଧାନ‌ରୁ

ଚହଚହ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୟନ୍ୟନୁକରଣ)

[ସମ୍ପାଦନା]
୧. ଲୋକଗହଳ ବା ଗୋଳମାଳର ଅବ୍ୟକ୍ତ ଶବ୍ଦ; ଗହଗହ —୧. Indistinct noise arising from a crowd of people
୨. ଚମକ; ଚାକଚକ୍ୟ —୨. Splendour.
୩. ଅତ୍ୟନ୍ତ; ଟହଟହ — ୩. Very; too much.

(ଯଥା—ନାଲଚହଚହ)