ଚହଟା

ଉଇକିଅଭିଧାନ‌ରୁ

ଚହଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିସ୍ତୁତ ସମତଳ ଭୁଖଣ୍ଡ — ୧. A wide plot of level land.

ସେ ଚହଟା ଭିତରେ ଅଛି ଯେଉଁ ମନ୍ଦିର ତହିଁରେ ଶବଦ ଶୁଭେ ଦ୍ୱାଦଶ ପ୍ରକାର ପୀତାମ୍ୱର. ନୃସିଂହପୁରାଣ

୨. ବିଷ ଆଦି ମନୁଷ୍ୟର ମଗଜରେ ବା ଶରୀରଯାକ ବ୍ୟାପିଯିବା — ୨. Diffusion through the system (as poison).
୩. ସୁଗନ୍ଧ ବିସ୍ତାର; ସୁଗନ୍ଧ ସବୁଆଡେ ବ୍ୟାପିଯିବା — ୩. Diffusion of smell.

ପ୍ରାଦେଶିକ - (ଗଡ଼ଜାତ)ବି[ସମ୍ପାଦନା]

ଚାରିପାଖେ ଜଙ୍ଗଲ ଥିବା ବିସ୍ତୁତ ଭୁଖଣ୍ଡ A wide plot of land having jungles on all sides.

ଦେଶଜ - ବିଶେଷଣ -[ସମ୍ପାଦନା]

ଚପଳସ୍ୱଭାବ; ଚଞ୍ଚଳମତି —Fickle-minded.

ଆରେ ଚହଟା, ଝଟା ଲଟା ତଳେ ନ କର ହଟା ଯଦୁମଣି, ରହସ୍ୟ ବଚନ