ଚହଟାଇବା
ଦେଖଣା
ଚହଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଚହଟିବାର ଣିଜନ୍ତ ରୂପ)
[ସମ୍ପାଦନା]- ୧. ଆମୋଦରେ ଦିଗଦିଗନ୍ତ ପୂର୍ଣ୍ଣ କରିବା — ୧. To fill the air with smell.
ସୁରଭି କୁସୁମ ଚହଟାଇ ବାସ ମହକାଏ ତା ମାଧୁରୀ ନନ୍ଦକିଶୋର. ଶର୍ମିଷ୍ଠା
- ୨. ପ୍ରକାଶିତ କରାଇବା — ୨. To cause to come out.
- ୩. ପ୍ରଚାରିତ କରିବା — ୩. To publish; to reveal; to disclose
- ୪. ଶୋଭିତ କରାଇବା; ଶୋଭାଯୁକ୍ତ କରିବା — ୪. To make beautiful; to cause to be charming.
କାହା ଶିର ମୁକୁଟ ତତେ ପଡ଼ିଯାଏ ରତନ ଜ୍ୟୋତିରେ ସେ ମହୀ ଚହଟାଏ କୃଷ୍ଣସିଂହ. ମହାଭାରତ . ଆଦି