ଚ଼ଡ଼୍ଚଡ୍

ଉଇକିଅଭିଧାନ‌ରୁ

ଚ଼ଡ଼୍ଚଡ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ) (ସଂସ୍କୃତ - ଚଟଚଟା)[ସମ୍ପାଦନା]

୧. ଉପୁର୍ଯ୍ୟପରି ଚାପୁଡ଼ା ବାଜିବାର ଶବ୍ଦ — ୧. Sound of constant slapping.
୨. ଧାନ ଭାଜିବା ସମୟରେ ଖଇ ଫୁଟିବାର ଶବ୍ଦ — ୨. Sound of fried paddy bursting quickly over fire.

ଦାଣ୍ଡ଼ ବାଲିରେ ମୁଠାଏ ଧାନ ପକାଇ ଦେଲେ ଚଡ଼ ଚଡ଼ କରି ଖଇ ଫୁଟିଯିବ ଫକୀରମୋହନ, ଛମାଣଆଠଗୁଣ୍ଠ

୩. କଞ୍ଚା ଫଳ ନିଆଁରେ ପୋଡ଼ି ଫାଟିଯିବାର ଶବ୍ଦ — ୩. Crackling sound of unripe fruits in burning fire while bursting.
୪. ଜଳନ୍ତା ନିଆଁରେ ଜଳୁଥିବା କାଠର ଶବ୍ଦ — ୪. Crackling sound of wood in burning fire.
୫. ଶୁଖିଲା କାଠ ବା ବକଳ ଫାଟିଯିବାର ଶବ୍ଦ — ୫. Crackling sound of dry wood or bark breaking.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଚଡ଼ଚଡ଼ ଶବ୍ଦ କରି — ୧. Making a crackling noise.

(ଯଥା—ନିଆଁରେ ଲୁଣ ପକାଇଲେ ତାହା ଚଡ଼ ଚଡ଼ ଫୁଟେ)

୨. ଅତି ଚଞ୍ଚଳ; ଚାହୁଁ ଚାହୁଁ — ୨. Before one's eyes; quickly; in quick succession.

[ଦ୍ରଷ୍ଟବ୍ୟ —ଘାଆ ବା ଦେହ ଫାଟିବା ଅର୍ଥରେ ବ୍ୟବହୃତ ଯଥା— ଘାଆଟା ଚଡ଼୍ ଚଡ଼୍ ଫାଟିଗଲା; ଖୁବ ଖରାରେ କାଦୁଆ ଭୂମି ଶୁଖିଯାଇଁ ଚଡ଼ଚଡ଼ ଫାଟେ]