ଚାଇଁ
ଦେଖଣା
ଚାଇଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚାଇଁ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ଚପଳ)—ଚଞ୍ଜଳମତି; ଚପଳ — ୧. Unsteady; fickle.
- ୨. ସ୍ଫୁର୍ତ୍ତିଯୁକ୍ତ; ଚାଲାକ —୨. Brisk.
- ୩. ଠକ; ପ୍ରତାରକ —୩. Cheating; fraudulent.
- ୪. ଧୁର୍ତ୍ତି —୪. Sly.
- ୫. ଚତୁର —୫. Clever.
- ୬. ଦକ୍ଷ; କର୍ମଠ —୬. Active; skiful.
- ୭. (ସଂସ୍କୃତ - ତପ୍ତ) ତାତିଲା; ଉତ୍ତପ୍ତ —୭. Hot; heated.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ଲୋକ ଆଖି ଆଗରୁ ଜିନିଷ ଚୋରିକରି ନିଏ —୧. A sly thief who steals things before one's eyes.
- ୨. ଧପାବାଜ୍ ବା ଠକ ବ୍ୟକ୍ତି —୨. A cheat.
- ୩. ଠକାମି —୩. Cheating.