ଚାଇଁଚାଇଁ

ଉଇକିଅଭିଧାନ‌ରୁ

ଚାଇଁଚାଇଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ[ସମ୍ପାଦନା]

୧. ତୀକ୍ଷଣ୍—ସ୍ପର୍ଶ—ଅନୁଭୁତି ସହିତ — ୧. A Sharp biting sensation.
୨. ଚିଆଁ ବା ନିଆଁଖୁଣ୍ଟା ଦେହରେ ମାଡ଼ି ଦେଲେ ଯେଉଁ ଅନୁଭୁତି ହୁଏ ସେହିପରି —୨. A burning sensation in the body (when touched with a searing rod.)
୩. ଦେହରେ ଛୁଞ୍ଚି ହୋଇ ଗଲେ ଯେଉଁ କଷ୍ଟ ଅନୁଭୁତି ହୁଏ —୩. The pang of a pin pricking the body.
୪. ଶ୍ରୀଘ୍ର ଶ୍ରୀଘ୍ର — ୪. Repeatedly; in quick succession.
୫. ଘନ ଘନ ଦେହ ଘୋଳି ବିନ୍ଧି ହେବାର ଅନୁଭୁତି ସହିତ —୫. With a feeling of repeated momentary pangs in the system (as by pin-prick or pricking with a fire brand.)
୬. ତାତିଲା ଲୁହା ଉପରେ ବା ତାତିଲା ହାଣ୍ଡିରେ ଟୋପା ଟୋପା ପାଣି ପଡ଼ିବାରୁ ଶବ୍ଦ; ଚେଁ ଚେଁ ଶବ୍ଦ — ୬. Sound produced by drops of water falling. on a red-hot metal or earthen pot.