Jump to content

ଚାଇଁ ମୁଗ

ଉଇକିଅଭିଧାନ‌ରୁ

ଚାଇଁ ମୁଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝାଞ୍ଜିମୁଗ; ଖରାଦିନେ ପାଚିବା ଏକଜାତୀୟ ନିକୃଷ୍ଟ ମୁଗ —A leguminous seed harvested in summer.

[ଦ୍ରଷ୍ଟବ୍ୟ — ଏହା ମାଘ ମାସରେ ବୁଣା ହୋଇ ଗ୍ରୀଷ୍ମ ଋତୁରେ ଅମଳ ହୁଏ ଏହାର ବର୍ଣ୍ଣ ସବୁଜ]