ଚାଇନାପାମ୍

ଉଇକିଅଭିଧାନ‌ରୁ

ଚାଇନାପାମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଇଂ ଚାଇନା=ଚୀନଦେଶ+ପାମ୍= ତାଳଗଛ)[ସମ୍ପାଦନା]

ବିଦେଶାଗତ ତାଳ ଓ ଖଜୁରୀଜାତୀୟ ବୃକ୍ଷବିଶେଷ —China palm; Phoenis Rotundipotea.