ଚାଉଁ

ଉଇକିଅଭିଧାନ‌ରୁ

ଚାଉଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ହଠାତ୍ ତାତିଲା ଧାତୁଖଣ୍ଡ ଦେହରେ ମାଡ଼ିବାର ଅନୁଭୂତି —୧. Sensation felt when the body is touched with a piece of hot metal.
୨. ହଠାତ୍ —୨. Suddenly.
୩. ହଟାତ୍ ଭୟ ପାଇ ଚମକିବା — ୩. Being startled suddenly.
୪. ହଠାତ୍ ଭୟ; ଛାନିଆଁ — ୪. Sudden fear or fright.