ଚାଉଁଚାଉଁଆଁ

ଉଇକିଅଭିଧାନ‌ରୁ

ଚାଉଁଚାଉଁଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ[ସମ୍ପାଦନା]

୧. ନିଛଟିଆ ହେବାଯୋଗୁଁ ଡର ବା ଭୟ — ୧. Fear on being lonely.
୨. ନିର୍ଜନତା ଯୋଗୁଁ ଭୟପ୍ରଦ (ସ୍ଥାନ) — ୨. (a place) Fearful on account of being lonely.
୩. ନିଛାଟିଆ; ନିର୍ଜନ —୩. Lonely; lonesome.
୪. କୌଣସି ବସ୍ତୁ ହଠାତ୍ ଉପସ୍ଥିତ ହେବା ଦେଖ ତ୍ରସ୍ତ — ୪. Startled or frightened on account of sudden appearance of a thing.