ଚାଉର
ଚାଉଳ (ଦେଖ) - — Chāuḻa (See)
[ଦ୍ରଷ୍ଟବ୍ୟ —ବାଉରି, କଣ୍ଡରା, ପାଣ ଆଦି ନୀଚଜାତିର ଲୋକେ 'ଚାଉଳ' ସ୍ଥଳରେ 'ଚାଉର' ଉଚ୍ଚରଣ କରନ୍ତି; ଏହିପରି 'ନେଉର', 'ଶେଉର' ଇତ୍ୟାଦି ମଧ୍ୟ କହନ୍ତି]