Jump to content

ଚାକର

ଉଇକିଅଭିଧାନ‌ରୁ

ଚାକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଚାକରିଆ—ଅନ୍ୟରୂପ)

ଚାକରାଣୀ, ତାକିରିଆଣୀସ୍ତ୍ରୀ.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାକର)[ସମ୍ପାଦନା]

ଦାସ; ଭୃତ୍ୟ; ସେବକ — Servant; attendant.

ଚାକର ନୁହେଁ କୁକୁର—ପ୍ରବାଦି

[ଦ୍ରଷ୍ଟବ୍ୟ —ଚାକରର ମୌଳିକ ଅର୍ଥ ପ୍ରଭୁଙ୍କର ସେବାକାରୀ ଦରମାଖିଆ ଭୃତ୍ୟ କିନ୍ତୁ ବର୍ତ୍ତମାନ ଏହା କୌଣସି ବେତନଭୋଗୀ ବ୍ୟକ୍ତିପ୍ରତି ଖଟା ଯାଉଅଛି ପ୍ରଧାନ ମନ୍ତ୍ରିଙ୍କଠାରୁ ଆରମ୍ଭ କରି ତପରାସୀ ପର୍ଯ୍ୟନ୍ତ ଓ ଦରମାଖିଆ ନୀତି ସେବକ ଭୃତ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଚାକର ବୋଲା ଯାଉଅଛି]