ଚାକିରି ଦେଖିବା
ଦେଖଣା
ଚାକିରି ଦେଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାକିରି ଦେଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣା ପାଇଁ କିମ୍ୱା ଅନ୍ୟ ନିମନ୍ତେ ଉପଯୁକ୍ତ ରାକିରି ବା କର୍ମର ଅନ୍ୱେଷଣ କରିବା — ୧. To be on the lookout for a suitable job or post or service for one's self or another.
- ୨. ଖଣ୍ଡେ ଉପଯୁକ୍ତ ଚାକିରି ଠିକଣା କରିବା — ୨. To find out a suitable job or post.
- ୩. ଚାକିରିର ସୁଖ ଦୁଃଖ ଅନୁଭବ କରିବା — ୩. To have or gain experience of actual service under another.