ଚାକୁ

ଉଇକିଅଭିଧାନ‌ରୁ

ଚାକୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ତୁର୍କୀ. ତାକୁ)[ସମ୍ପାଦନା]

୧. ଛୋଟ ଛୁରୀ; କଲମତରାସ; ଚକ୍କୁ; କଲମକଟା ଛୁରୀ — ୧. Small knife; pen knife.

ଚାକୁରେ କରଜ କିରୁଣୀ ପରି କିରି ସଜାଡ଼ାଇ ଆଶ୍ୱାସି କରି—କବିସୂର୍ଯ୍ୟ, କବିତା

୨. ଯେଉଁ ଛୁରୀର ଦାଢ଼ ବେଣ୍ଟ ଭିତରର ଘରାରେ ବୁଜି ହୋଇଯାଏ —୨. Clasp knife.