ଚାକ୍

ଉଇକିଅଭିଧାନ‌ରୁ

ଚାକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଚକ୍ର; ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଚାକ୍)[ସମ୍ପାଦନା]

୧. ମଧୁଚକ୍ର; ମହୁଫେଣା; ମଧୁମକ୍ଷିକାର ଚକ୍ରାକାର ବସା —୧. Bee hive.
୨. (ସିଂହଭୂମ) ବି—ଶଗଡ଼ର ଚକ — ୨. The wheel of a cart.