ଚାଙ୍ଗୁବାଦ୍ୟ

ଉଇକିଅଭିଧାନ‌ରୁ

ଚାଙ୍ଗୁବାଦ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଆନଦ୍ଧ ବାଦ୍ୟବିଶେଷ — ୧. A kind of drum.

[ଦ୍ରଷ୍ଟବ୍ୟ — ଏହା କାଠର ଗୋଟିଏ ଦୁଇ ମୁହଁ ମେଲା ଡ଼ାଲା ଏହା ବ୍ୟାସ ୧ବା ୧/?/ ହାତ ଏହାର ଗୋଟିଏ ମୁହଁରେ ଚମଡ଼ା ଛିଆଣି ହୋଇଥାଏ ଏଥିରେ ଡ଼ୋର ବାନ୍ଧି କାନ୍ଧରେ ପକାଇ ଡ଼େବିରି ହାତରେ ଧରିବାକୁ ହୁଏ ଡ଼େବିରି ହାତରେ ଖଣ୍ଡେ ସରୁ କାଠି ଓ ଡ଼ାହାଣ ହାତରେ ଆଉ ଖଣ୍ଡେ ମୋଟା କାଠି ଧରି ଏହାକୁ ବାଡ଼ିଆଯାଏ ଏବା ଓଡ଼ିଶାର ଡ଼େମ୍ଫ ବାଦ୍ୟ ଭଳି ଏହାକୁ ଡ଼ଡ଼ ଚାଙ୍ଗୁ ବୋଲାଯାଏ ଗଡ଼ଜାତରେ ଛୋଟ ଜାତିମାନେ ଏବଂ ଜୟପୁର ଅଞ୍ଚଳଲେ ଭଦ୍ର ଲୋକେ ଏ ବାଦ୍ୟ ବଜାନ୍ତି ]

୨. ମାଦେଳି ଚାଙ୍ଗୁ ବା ସାନ ଚାଙ୍ଗୁ —୨. A kind of drum smaller than Chāṅgu.

[ଦ୍ରଷ୍ଟବ୍ୟ — ଏହା ଚାଙ୍ଗୁ ଭଳି, କିନ୍ତୁ ଏହାର ଗୋଟିଏ ମୁହଁ କାଠ ଓ ଅନ୍ୟ ମୁହଁରେ ବଡ଼ ଚାଙ୍ଗୁ ଭଳି ଚମଡ଼ା ଛିଆଣି ହୋଇଥାଏ ଏହାର ବ୍ୟାସ ୧ ହାତ ବା ତହିଁରୁ କମ୍ ବଜେଇବା ଲୋକ ଉଭୟ ହାତରେ ୨ ଖଣ୍ଡ ଲେଖାଏଁ ସରୁ କାଠି ଧରି ଏହାକୁ ବଜାଏ ]