ଚାଚେରୀ
ଚାଚେରୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ଚ୍ଚରୀ)[ସମ୍ପାଦନା]
- ୧. ଦୋଳପୂର୍ଣ୍ଣିମୀର ପୂର୍ବ ଦିନ ଅବିର ପିଚକାରୀ ଆଦି ମାରି କରତାଳି ଧ୍ୱନି କରି ଯେଉଁ ହୋରି ଉତ୍ସବ କରାଯାଏ; ବସନ୍ତୋତ୍ସବବିଶେଷ —୧. A festival accompanied with syringing and singing on the eve of Doḻapūrṇṇamī
( ପୁରୀ ଶ୍ରୀମନ୍ଦିରରେ ଦିଅଁଙ୍କ ବେଶଗୁଡ଼ିକ ମଧ୍ୟରେ ବସନ୍ତକାଳୀନ ବେଶକୁ ଚାଚେରୀ ବେଶ କୁହାଯାଏ)
ଚାଚେରୀ ଗହଳ ସଖି ଗୋବିନ୍ଦଙ୍କ ଦୋଳ—ପ୍ରାଚୀ. ରହସ୍ୟମଞ୍ଜରୀ, ଦେବଦୁର୍ଲ୍ଲଭ ଦାସ
- ୨. ଗ୍ରାମଦେବତାବିଶେଷ — ୨. Name of a village Goddess.