ଚାଞ୍ଚିବା

ଉଇକିଅଭିଧାନ‌ରୁ

ଚାଞ୍ଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଚାଞ୍ଚିବା (ଦେଖ) - Chāñchhibā (See)



ଚାଞ୍ଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚଞ୍ଚାଇବା—ଣିଜନ୍ତ)

ଦେଶଜ - କ୍ରି. (ସଂ ତକ୍ଷ ଧାତୁ)[ସମ୍ପାଦନା]

୧. କାଠ ବା ଫଳର ଚୋପା ଛଡ଼ାଇବା; ଢା଼ଞ୍ଚିବା; ଛେଲିବା — ୧. To scrape off the bark or rind from a wood, branch or fruit.
୨. ଭୂମି ଉପରୁ ଘାସ ସହିତ ମାଟିର ପତଳା ସ୍ତର ଉଠାଇବା — ୨. To scrape off grass from the ground.

ବାମ ଦକ୍ଷିଣେ ଜିହ୍ୱ ଚାଳି, ଚାଞ୍ଚିଲା ବାଟ ପ୍ରାୟ ଝଳି—ଜଗନ୍ନାଥ. ଭାଗବତ

୩. ଉପରୁ ପତଳା ପ୍ରସ୍ତ ଉଠାଇବା — ୩. To pare; to clip; to prune; to trim.