ଚାଞ୍ଚିବା
ଦେଖଣା
ଚାଞ୍ଚିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଚାଞ୍ଚିବା (ଦେଖ) - Chāñchhibā (See)
ଚାଞ୍ଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚଞ୍ଚାଇବା—ଣିଜନ୍ତ)
ଦେଶଜ - କ୍ରି. (ସଂ ତକ୍ଷ ଧାତୁ)
[ସମ୍ପାଦନା]- ୧. କାଠ ବା ଫଳର ଚୋପା ଛଡ଼ାଇବା; ଢା଼ଞ୍ଚିବା; ଛେଲିବା — ୧. To scrape off the bark or rind from a wood, branch or fruit.
- ୨. ଭୂମି ଉପରୁ ଘାସ ସହିତ ମାଟିର ପତଳା ସ୍ତର ଉଠାଇବା — ୨. To scrape off grass from the ground.
ବାମ ଦକ୍ଷିଣେ ଜିହ୍ୱ ଚାଳି, ଚାଞ୍ଚିଲା ବାଟ ପ୍ରାୟ ଝଳି—ଜଗନ୍ନାଥ. ଭାଗବତ
- ୩. ଉପରୁ ପତଳା ପ୍ରସ୍ତ ଉଠାଇବା — ୩. To pare; to clip; to prune; to trim.